ଆମର Fe 5OOD ରିବାର ଭାରି ବୋଝ ଆରସିସି ନିର୍ମାଣରେ ପ୍ରୟୋଗ କରିବା ପାଇଁ ଉପଯୁକ୍ତ ଅଟେ ଯେମିତିକି ଫ୍ଲାଇଓଭର, ବନ୍ଧ, ବ୍ରିଜ ଏବଂ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ନିର୍ମାଣ ,ଯାହାର ନମନୀୟତାରେ କୌଣସି ବୁଝାମଣା କରାଯାଇ ପାରିବ ନାହିଁ |
ଶ୍ୟାମ୍ ଷ୍ଟିଲ୍ ଟିଏମଟି ରିବାର କୁ ୱେଲଡିଂ ପୂର୍ବ ବା ପର ଟ୍ରିଟମେଣ୍ଟ ର ଆବଶ୍ୟକତା ପଡ଼ିନଥାଏ, କାରଣ ଏଥରେ କାର୍ବନର କମ୍ ମାତ୍ରା ରହିଥାଏ ଏବଂ ତାହାକୁ ନିୟନ୍ତ୍ରିତ ଥର୍ମୋମେକାନିକାଲ୍ ଟ୍ରିଟମେଣ୍ଟ ଅନ୍ତର୍ଗତ ପ୍ରସ୍ତୁତ କରାଯାଇଥାଏ।
ଏକ ସମାନ ଏବଂ ମୋଟା ଟାମ୍ପର୍ଡ଼ ମାର୍ଟେନସିଟିକ ରିମ୍, ଭିତର ଚାପରୁ ସମ୍ପୂର୍ଣ ଭାବରେ ମୁକ୍ତ ଅଟେ।
ଅଧିକ ସଂପ୍ରସାରଣ, ଯାହା ଅଧିକ ମଜବୁତି କୁ ସନ୍ତୁଳିତ କରିଥାଏ ଯଦ୍ୱାରା କଂକ୍ରିଟ୍ର ସୁରକ୍ଷିତ ଢାଞ୍ଚା ପ୍ରମ୍ଭୁତ ହୋଇଥାଏ।
ଶ୍ୟାମ ଷ୍ଟିଲ୍ ଟିଏମଟି ବାର ମଜବୁତି ଏବଂ ନମନୀୟତା ମଧ୍ୟ ରେ ଉଚିତ୍ ସନ୍ତୁଳନତା ବଜାୟ ରଖ୍ଥାଏ।
" ଶ୍ୟାମ ଷ୍ଟିଲ୍ ସହିତ ଆମର ସମ୍ପର୍କ ସମଗ୍ର ବର୍ଷ ମଧ୍ୟରେ ହିଁ ମଜବୁତ୍ ହୋଇଛି। ମୋର ଗ୍ରାହକମାନଙ୍କ ଠାରୁ ସର୍ବଦା ଉତ୍ପାଦ ଗୁଡିକୁ ଉତ୍କୃଷ୍ଟ ପ୍ରତିକ୍ରିୟା ମିଳିଛି "
“ ତାଙ୍କର ପ୍ରିମିୟମ କ୍ଵାଲିଟିର ସମସ୍ତ ଉପ୍ପାଦର ଉଚିତ୍ ମୂଲ୍ୟ ମୋତେ ସହାୟତା କରିଛି ଓ ମୁ ମୋର ଗ୍ରାହକମାନଙ୍କୁ ସର୍ବଶ୍ରେଷ୍ଠ ଟିଏମଟି ବାର ପ୍ରଦାନ କରିବାର ପ୍ରତିଶ୍ରୁତିକୁ ପୂରଣ କରିପାରିଛି। ଏହାଦ୍ଵାରା ମୁ ମୋର ଗ୍ରାହକମାନଙ୍କ ସଂଖ୍ୟା ବଢ଼ାଇ ପାରିଛି ଏବଂ ମୋର ବ୍ୟବସାୟ ୧୦ ଗୁଣା ପର୍ଯ୍ୟନ୍ତ ବଢ଼ିଛି। "
" ଶ୍ୟାମ ଷ୍ଟିଲ ର ଇଞ୍ଜନିୟରମାନଙ୍କର ଦକ୍ଷ ଟିମ୍ ମୋତେ ଏହାର ସମସ୍ତ USP ସହିତ ବହୁତ ସହାୟତା କରିଛି। ଟିମ୍ ଠାରୁ ମୋତେ ଉପଯୁକ୍ତ ପରାମର୍ଶ ମିଳୁଛି ଓ ମୁଁ ମୋର ଗ୍ରାହକମାନଙ୍କୁ ତାଙ୍କର ପ୍ରୋଜେକ୍ଟ ପାଇଁ ଶ୍ୟାମ ଷ୍ଟିଲ ର ଉତ୍ପାଦର ବ୍ୟବହାର କରିବା ପାଇ ସୁପାରିଶ୍ କରିପାରୁଛି। "
Toll Free Number
For Project Related Queries
For Product Related Queries (India - except Bengal)